ବାୟର ଫାର୍ମରାଇଜ୍ ଆପ୍ ଇନଷ୍ଟଲ କରନ୍ତୁ!
ବିଶେଷଜ୍ଞ କୃଷି ସମାଧାନ ପାଇଁ!

ଉତ୍ପାଦ ପ୍ରମାଣୀକରଣ ଉପକରଣ
ନକଲି ଉତ୍ପାଦ ବିରୁଦ୍ଧରେ ଆପଣଙ୍କର ମୋହର
ଫାର୍ମରାଇଜ୍ ହେଉଛି ଏକ ଉପକରଣ ଯାହା ଭାରତୀୟ ଚାଷୀମାନଙ୍କୁ ବାୟର କ୍ରପ୍ ସାଇନ୍ସ ଉତ୍ପାଦ ଗୁଡ଼ିକ ପ୍ରକୃତ କି ନାହିଁ ଯାଞ୍ଚ କରିବାରେ ସାହାଯ୍ୟ କରେ। ଚାଷୀମାନେ ଉତ୍ପାଦର ପ୍ରାମାଣିକତା ବିଷୟରେ ତୁରନ୍ତ ନିଶ୍ଚିତକରଣ ପାଇବା ପାଇଁ ବାୟର ସିଲ୍ ସ୍କାନ ଆପ୍ ବ୍ୟବହାର କରି ବାୟର ସେଫ୍ଟି ସିଲ୍ ରେ କ୍ଯୁ ଆର (QR) କୋଡ୍ ସ୍କାନ କରିପାରିବେ। ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋର (Google Play Store) ରେ ଉପଲବ୍ଧ ଏବଂ ଉତ୍ପାଦ ଗୁଡ଼ିକୁ ଯାଞ୍ଚ କରିବାର ଏକ ସରଳ, ଦ୍ରୁତ ଏବଂ ନିର୍ଭର ଯୋଗ୍ୟ ଉପାୟ ପ୍ରଦାନ କରେ। ଏହା ବାୟରର ସୁରକ୍ଷା, ଗୁଣବତ୍ତା ଏବଂ ନକଲି ଉତ୍ପାଦରୁ ଚାଷୀମାନଙ୍କୁ ସୁରକ୍ଷା ଦେବା ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଏ।
ଅଧିକ ଜାଣିବା ପାଇଁ ଆମକୁ କଲ୍ କରନ୍ତୁ
1800-120-4049
Download the FARMRISE app and scan the QR code on the product to know more.